କଂଗ୍ରେସ ଭବନରେ ବାହୁବଳୀ : ନାପସନ୍ଦ କଲେ ଦଳୀୟ ନେତା

କିଏ ଆଣିଥିଲା ଜାଣିନି: ପିସିସି ସଭାପତି ଭୁବନେଶ୍ୱର : କାହା ନିର୍ଦେଶରେ କଂଗ୍ରେସ ଭବନରେ ପଶିଲେ ବାହୁବଳୀ। ଏଭଳି ଘଟଣା ଆଗରୁ କେବେ ହୋଇନଥିଲା। ଗତକାଲି ପିସିସି କାର୍ଯ୍ୟାଳୟକୁ ବାହୁବଳୀ ଜଗିବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଦଳର ବରିଷ୍ଠ ନେତା। ସେପଟେ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ସେ କିଛି ବି ଜାଣିନାହାନ୍ତି। ଦଳର ବରିଷ୍ଠ … Continue reading କଂଗ୍ରେସ ଭବନରେ ବାହୁବଳୀ : ନାପସନ୍ଦ କଲେ ଦଳୀୟ ନେତା